କନ୍ଦି Kandi

  • ଦେ. ବି. (ସଂ. କେନ୍ଦ୍ର; ସନ୍ଧି) — ଦୁଇ ଘରର ମଧ୍ୟବର୍ତ୍ତୀ ସଂକୀର୍ଣ୍ଣ ସ୍ଥାନ — Narrow space between two houses; creek
  • ଦେ. ବି. (ସଂ. କେନ୍ଦ୍ର; ସନ୍ଧି) — ସଂକୀର୍ଣ୍ଣ ରାସ୍ତା; ଗଳି — Narrow passage; lane
  • ଦେ. ବି. (ସଂ. କେନ୍ଦ୍ର; ସନ୍ଧି) — ସନ୍ଧି; ଫାଙ୍କ — Chink
  • ଦେ. ବି. (ସଂ. କେନ୍ଦ୍ର; ସନ୍ଧି) — ବାଡ଼ ମୂଳରେ ଆଉଜାଇ ଦିଆ ଯାଇଥିବା ମାଟିର ଗଦା — A heap of earth pushed to the foot of a hedge
  • ଦେ. ବିଣ — ମୂକ — Dumb
  • ଦେ. ବିଣ — କନ୍ଦିବେଡ଼ା ପ୍ରାୟେ ଦିଶେ ନୁହେ କନ୍ଦି ବେଡ଼ା। ପ୍ରାଚୀ. ବ୍ରହ୍ମନିରୂପଣଗୀତା।