କନ୍ଦମୂଳ Kandamūḻa
- ସଂ. ବି — ମିଷ୍ଟ ଖାଦ୍ୟ ମୂଳବିଶେଷ — An edible bubluous root of sweet taste
- ସଂ. ବି — ରାଜ୍ୟଭାର ତେଜି କନ୍ଦମୂଳ କଲି ଗ୍ରାସ। ସାରଳା. ମହାଭାରତ।
- ସଂ. ବି — ଗୟାଆଳୁ — A kind of tree with edible root bulb; Manihot Utilissema
- ସଂ. ବି — [ଦ୍ର—ଏହି ଗଛ 3/4 ହାତ ଉଚ୍ଚ ହୁଏ; ଏହାର ପତ୍ର ସିମିଳୀ ପତ୍ର ପରି; ଏହାର ମୂଳ ମୋଟା ଓ ଲମ୍ବ; ଏହାର ଡାଳ ଭୂଇଁରେ ଲାଗେ; ନେପାଳ—ତରାଇରେ ପାହାଡ଼ ପାଖେ ଏ ଗଛ ବହୁତ ହୁଏ। ଏହାର କାଠ ହଲଦିଆ ଓ ଅକାମିକା; ଏହାର ମୂଳକୁ ଲୋକେ ପାଣିରେ ସିଝାଇ ତିଅଶ କରି ଖାଆନ୍ତି। ହି. ଶବ୍ଦସାଗର]। — [ଦ୍ର—ଏହି ଗଛ3/4ହାତ ଉଚ୍ଚ ହୁଏ; ଏହାର ପତ୍ର ସିମିଳୀ ପତ୍ର ପରି; ଏହାର ମୂଳ ମୋଟା ଓ ଲମ୍ବ; ଏହାର ଡାଳ ଭୂଇଁରେ ଲାଗେ; ନେପାଳ—ତରାଇରେ ପାହାଡ଼ ପାଖେ ଏ ଗଛ ବହୁତ ହୁଏ ଏହାର କାଠ ହଲଦିଆ ଓ ଅକାମିକା; ଏହାର ମୂଳକୁ ଲୋକେ ପାଣିରେ ସିଝାଇ ତିଅଶ କରି ଖାଆନ୍ତି ହି. ଶବ୍ଦସାଗର]
- ସଂ. ବି — ଏହି ମୂଳକ କୁଟି ପାଣିରେ ବତୁରାଇଲେ ପାତ୍ର ତଳେ ପାଳୁଅ ପରି ଧଳା ସ୍ତର ବସିଯାଏ — Cassave; Tapioca
- ସଂ. ବି — [ଯୋଗେଶଚନ୍ଦ୍ର]