କନିଆଁ Kaniāñ

  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — କୁମାରୀ; ଅବିବାହିତା ବାଳିକା — Maid; virgin
  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — ସେ ସତ୍ୟବତୀଙ୍କର କନିଆଁ କାଳରେ। କୃଷ୍ଣସିଂହ, ମହାଭାରତ, ଆଦି।
  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — ବର ପାଇ ପ୍ରସ୍ତାବିତା କନ୍ଯା — A bride elect
  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — ଆପଣ ସଦୃଶେ କନିଆଁ ନ ପାଇଲେ। କୃଷ୍ଣସିଂହ, ମହାଭାରତ, ବନ।
  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — ନବବିବାହିତା ବଧୂ — Bride
  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — ପୁରୁଷର ପ୍ରଥମ ସ୍ତ୍ରୀ ମଲା ପରେ ସେ ଯାହାକୁ ବିଭା ହୁଏ; ଦ୍ୱିତୀୟ ବା ତହିଁ ପର ଭାର୍ଯ୍ୟା — The wife of a person after the death of the first wife
  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — ଅପ୍ରାପ୍ତବୟସ୍କା ବାଳିକା — Unmatured girl
  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — ଦୁହିତା — Daughter
  • ଗ୍ରାମ୍ୟ (ପଦ୍ଯ) ବି. ସ୍ତ୍ରୀ. (ସଂ. କନ୍ଯା; କନାୟସୀ) — ଯୁଗପ୍ରାନ୍ତେ ମନକୁ କନିଆଁଏ ବର କରିଣ ବିଭା ହେବେ ହେବାକୁ ସଂସାର। କୃଷ୍ଣସିଂହ ମହାଭାରତ, ବନ।
  • ବିଣ. ସ୍ତ୍ରୀ — ଦ୍ୱିତୀୟ ବାର ବା ତହିଁ ପରେ ବିବାହିତା (ଭାର୍ଯ୍ୟା) — (wife) Married after the death of one's first wife
  • ପ୍ରାଦେ. (ସମ୍ବଲପୁର) ବି. ସ୍ତ୍ରୀ. — ଭାର୍ଯ୍ୟା — Wife
  • ପ୍ରାଦେ. (ମେଦିନୀପୁର) ବି — ଏଣ୍ଡୁଳା ମାଛ — A kind of fish