କନିଅର Kaniara

  • ଦେ. ବି. (ସଂ. କର୍ଣ୍ଣିକାର) — କର୍ଣ୍ଣିକାର (ଦେଖ) — Karṇṇikāra (See)
  • ଦେ. ବି. (ସଂ. କର୍ଣ୍ଣିକାର) — ଶିବାଳୟ ଉପକଣ୍ଠେ କନିଅର। ରାଧାନାଥ. ଚିଲିକା।
  • ଦେ. ବି. (ସଂ. କର୍ଣ୍ଣିକାର) — [ଦ୍ର—ହିନ୍ଦିରେ ଏବଂ ବଙ୍ଗଳାରେ କରବୀର ଫୁଲକୁ କନେର କହନ୍ତି।]