କଦୁଷ୍ଣ Kadushṇa

  • ସଂ. ବି. (କୁ=ଈଷତ୍+ଉଷ୍ଣ; କୁସ୍ଥାନରେ କତ୍ ଆଦେଶ) — ସାମାନ୍ୟ ଗରମ; ନଖଉଷୁମ — Lukewarm; slightly hot; tepid
  • ସଂ. ବି. (କୁ=ଈଷତ୍+ଉଷ୍ଣ; କୁସ୍ଥାନରେ କତ୍ ଆଦେଶ) — [ଦ୍ର—ଏହି ଶବ୍ଦ ବିକଳ୍ପରେ ଅନ୍ଯ ଦୁଇ ଗୋଟି ଆକାର ମଧ୍ୟ ଧରେ; ଯଥା—କୋଷ୍ଣ; କବୋଷ୍ଣ।]