କଦର Kadara

  • ସଂ. ବି. (କ=ଜଳ+ଦୃ ଧାତୁ— ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଅ) — କଣ୍ଟାବବୁର ଗଛ — The thorny Acacia tree
  • ସଂ. ବି. (କ=ଜଳ+ଦୃ ଧାତୁ— ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଅ) — ଝପୁଂଡ଼ି ବଂଶ ସଂଅ ଅଙ୍କୁଲ କଦର— କୃଷ୍ଣସିଂହ, ମହାଭାରତ, ବନ।
  • ସଂ. ବି. (କ=ଜଳ+ଦୃ ଧାତୁ— ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଅ) — ପାୟସ — Frumenty
  • ସଂ. ବି. (କ=ଜଳ+ଦୃ ଧାତୁ— ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଅ) — ଉପାୟ — Means
  • ସଂ. ବି. (କ=ଜଳ+ଦୃ ଧାତୁ— ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଅ) — ଯତ୍ନ — Exertion
  • ସଂ. ବି. (କ=ଜଳ+ଦୃ ଧାତୁ— ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଅ) — ଖଞ୍ଜ; କୌଶଳ — Stratagem
  • ସଂ. ବି. (କ=ଜଳ+ଦୃ ଧାତୁ— ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଅ) — କ୍ଷୁଦ୍ର ରୋଗବିଶେଷ — A petty disease
  • ସଂ. ବି. (କ=ଜଳ+ଦୃ ଧାତୁ— ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଅ) — ଶ୍ୱେତ ଖଦିର; ପକଡ଼ା ବା ପାଖେରା ଖଇର — Brown catechu