କତି Kati

  • ସଂ. ସର୍ବନାମ ଓ ବିଣ (କିମ୍+ ପରିମାଣାର୍ଥେ. ଅତି) — କେତେ ଜଣ — How many?
  • ସଂ. ସର୍ବନାମ ଓ ବିଣ (କିମ୍+ ପରିମାଣାର୍ଥେ. ଅତି) — କେତେ ପରିଣାମ — How much?
  • ସଂ. ସର୍ବନାମ ଓ ବିଣ (କିମ୍+ ପରିମାଣାର୍ଥେ. ଅତି) — କେତେ — What much?
  • ସଂ. ସର୍ବନାମ ଓ ବିଣ (କିମ୍+ ପରିମାଣାର୍ଥେ. ଅତି) — କେତେକ — Some
  • ଦେ. ବି. — ପାର୍ଶ୍ୱ; ପାଖ — Side
  • ଦେ. ବି. — ଏକମାତ୍ର ଚିତ୍ରରେଖା କତିରେ ଥାଇ। ଶିଶୁଶଙ୍କର ଉଷାଅଭିଳାଷ।
  • ଦେ. ବି. — ନୈକଟ୍ୟ — Proximity; vicinity
  • ଦେ. ବି. — କାହାକୁ ଭେଟିବି ମୁହିଁ ଯିବି କାହା କତି। ମାଘପୁରାଣ।
  • ଦେ. ବି. — (ସଂ. କୃତ ଧାତୁ= କାଟିବା)—ଦାଆ ବା କୋଡ଼ିଦ୍ୱାରା ହିଡ଼ର ପାଖମାନ କାଟିବା — Scraping of the sides of the ridge of a paddy-field with spade
  • ପ୍ରାଦେ. (ଯାଜପୁର) ବି — ଯେଉଁ ସ୍ଥାନର ନିକଟ ବୁଝାଏ ସେହି ସ୍ଥାନ — The place (itself)
  • ପ୍ରାଦେ. (ଯାଜପୁର) ବି — (ଯଥା— ଘରକତିକି ଯିବି=ଘରକୁ ଯିବି।)
  • ଗ୍ରା. ଅ. — ନିକଟକୁ — To; near