କଣ୍ଟକଫଳ Kaṇṭkaphaḻa

  • ସଂ. ବି. (ବହୁବ୍ରୀହି; କଣ୍ଟକ+ଫଳ; ଫଳର ଚୋପା କଣ୍ଟାଯୁକ୍ତ) — ପଣସ — Jack-fruit
  • ସଂ. ବି. (ବହୁବ୍ରୀହି; କଣ୍ଟକ+ଫଳ; ଫଳର ଚୋପା କଣ୍ଟାଯୁକ୍ତ) — ଧୂସ୍ତୂର; ଧୂତୁରା — Thorn-apple
  • ସଂ. ବି. (ବହୁବ୍ରୀହି; କଣ୍ଟକ+ଫଳ; ଫଳର ଚୋପା କଣ୍ଟାଯୁକ୍ତ) — ଗୋକ୍ଷୁରା; ଗୋଖର — The fruit of Tribulus Terrestris
  • ସଂ. ବି. (ବହୁବ୍ରୀହି; କଣ୍ଟକ+ଫଳ; ଫଳର ଚୋପା କଣ୍ଟାଯୁକ୍ତ) — ଗବ ଫଳ; ଏରଣ୍ଡ ଫଳ — The custard-seed fruit