କଟାତ୍ Kaṭāt

  • ଦେ. ଅ. (ଧ୍ୱନ୍ୟନୁକରଣ) — କୌଣସି ଗୋଟିଏ ପଦାର୍ଥ ହଠାତ୍ ପଡ଼ି ଯିବାର ଅନୁକରଣ ଶବ୍ଦ — A sound due to a hard thing suddenly falling down
  • କ୍ରି. ବିଣ — ହଠାତ୍ — Suddenly