କଟଖାଦ Kaṭakhāda
- ସଂ. ବି. (କଟ=ଶବ; ଅଧିକ+ଖାଦ ଧାତୁ=ଖାଇବା+କର୍ତ୍ତୃ. ଅ) — କାକ; କୁଆ — Crow
- ସଂ. ବି. (କଟ=ଶବ; ଅଧିକ+ଖାଦ ଧାତୁ=ଖାଇବା+କର୍ତ୍ତୃ. ଅ) — ଶୃଗାଳ; ବିଲୁଆ — Jackal
- ସଂ. ବି. (କଟ=ଶବ; ଅଧିକ+ଖାଦ ଧାତୁ=ଖାଇବା+କର୍ତ୍ତୃ. ଅ) — କାଚକଳଶ — Glass-jug
- ସଂ. ବିଣ. — ପେଟୁ; ଉଦରମ୍ଭରି — Greedy; gluttonous