କଟକ Kaṭaka
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ସାନୁ; ପର୍ବତର ମଧ୍ୟଦେଶ ବା ନିତମ୍ବ — A tableland midway on the mountain
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ବିରକ୍ତ ଚିତ୍ରକୂଟରେ ବିହରେ ଚିତ୍ରକୂଟରେ କଟକୁ ତେଜି କଟକରେ। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ବଳୟ; ହାତଖଡ଼ୁ — Wristlet; bracelet
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ଗୋଡ଼ଖଡ଼ୁ — An ornament for the leg
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ଚକ୍ର — A wheel; circle
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ନଗର; ରାଜଧାନୀ — Capital; royal camp
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ବ୍ୟାପ୍ତ ଦିବ୍ୟ କଟକରେ ନେଇ କରି। ବସାନିବାସେ ରଖି ଜନକ ଠାରି। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ସୈନ୍ୟ — An army
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ଛାଉଣୀ; ସେନାନିବାସ; ଶିବିର — A camp; barracks
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ସୈନ୍ୟରକ୍ଷିତ ରାଜଧାନୀ — Cantonment
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ସୈନ୍ଧବ ଲବଣ; ସାମୁଦ୍ରିକ ଲବଣ — Sea-salt
- ସଂ. ବି. (କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ) — ଗଜଦନ୍ତମଣ୍ଡନ ବଳୟ — A ring used as an ornament round the tusks of an elephant