କଞ୍ଚୂଳ Kan̄chūḻa

  • ସଂ. ବି. (କଚ ଧାତୁ=ଦୀପ୍ତି ପାଇବା+କରଣ. ଊଳ)— ସ୍ତ୍ରୀମାନଙ୍କର ଅଳଙ୍କାରବିଶେଷ — A female ornament
  • ସଂ. ବି. (କଞ୍ଚ୍ ଧାତୁ=ବନ୍ଧନ କରିବା+କରଣ. ଉଳ)— କାଞ୍ଚଲା — Bodice