କଞ୍ଚି Kan̄chi

  • ବୈଦେ. ବି. (ଫା. କମ୍ଚୀ) (ଏହା ପରେ ସଂସ୍କୃତରେ କଞ୍ଚିକା ଓ କୁଞ୍ଚିକାରୂପ ଧାରଣ କରିଅଛି—ଜ୍ଞାନେନ୍ଦ୍ର ଉଦ୍ଧୃତ ଶଦ୍ଦକଳ୍ପଦ୍ରୁମ ଓ ଶବ୍ଦଚନ୍ଦ୍ରିକା) — କୋଲପ — Lock
  • ବୈଦେ. ବି. (ଫା. କମ୍ଚୀ) (ଏହା ପରେ ସଂସ୍କୃତରେ କଞ୍ଚିକା ଓ କୁଞ୍ଚିକାରୂପ ଧାରଣ କରିଅଛି—ଜ୍ଞାନେନ୍ଦ୍ର ଉଦ୍ଧୃତ ଶଦ୍ଦକଳ୍ପଦ୍ରୁମ ଓ ଶବ୍ଦଚନ୍ଦ୍ରିକା) — ଚାବି; କୁ଼ଞ୍ଚି; ଚାବିକାଠୀ — Key
  • ବୈଦେ. ବି. (ଫା. କମ୍ଚୀ) (ଏହା ପରେ ସଂସ୍କୃତରେ କଞ୍ଚିକା ଓ କୁଞ୍ଚିକାରୂପ ଧାରଣ କରିଅଛି—ଜ୍ଞାନେନ୍ଦ୍ର ଉଦ୍ଧୃତ ଶଦ୍ଦକଳ୍ପଦ୍ରୁମ ଓ ଶବ୍ଦଚନ୍ଦ୍ରିକା) — ସେହି କଞ୍ଚ ସେହି ରତନ ସହିତେ, ସୁଡ଼ଙ୍ଗକୁ ବାଳା ଗଲା ଅଲକ୍ଷିତେ। ରାଧାନାଥ, ନନ୍ଦିକେଶରୀ।
  • ବୈଦେ. ବି. (ଫା. କମ୍ଚୀ) (ଏହା ପରେ ସଂସ୍କୃତରେ କଞ୍ଚିକା ଓ କୁଞ୍ଚିକାରୂପ ଧାରଣ କରିଅଛି—ଜ୍ଞାନେନ୍ଦ୍ର ଉଦ୍ଧୃତ ଶଦ୍ଦକଳ୍ପଦ୍ରୁମ ଓ ଶବ୍ଦଚନ୍ଦ୍ରିକା) — ବାହାରୁ କବାଟଛିଦ୍ରରେ ଭିତରପଟର କିଳିଣୀକୁ ଚଳାଇବା ନିମନ୍ତେ ସମକୋଣାକାରେ ତିଆରି ହୋଇଥିବା ଲୁହାକାଠି — A hooked shaped iron rod for opening and closing a door from outside by thrusting it into the key hole and causing the inner bar to move
  • ବୈଦେ. ବି. (ଫା. କମ୍ଚୀ) (ଏହା ପରେ ସଂସ୍କୃତରେ କଞ୍ଚିକା ଓ କୁଞ୍ଚିକାରୂପ ଧାରଣ କରିଅଛି—ଜ୍ଞାନେନ୍ଦ୍ର ଉଦ୍ଧୃତ ଶଦ୍ଦକଳ୍ପଦ୍ରୁମ ଓ ଶବ୍ଦଚନ୍ଦ୍ରିକା) — କଞ୍ଚିକା (ଦେଖ) — Kan̄chikā