କଞ୍ଚା Kan̄chā
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ଅପକ୍ୱ; ପାଚି ନ ଥିବା— (ଯଥା, ଫଳ) — Unripe; raw; green
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ସଦ୍ୟ; ତଟକା (ଯଥା, ରକ୍ତ) — Fresh
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ପାକ କରାଯାଇ ନ ଥିବା (ଯଥା, ମାଂସ) — Uncooked; undressed
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ଖାଣ୍ଟି; ଅମିଶ୍ର (ଯଥା, ସୁନା) — Pure
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ଯେ ବ୍ଯକ୍ତି ତୁଣ୍ଡରୁ କଞ୍ଚା ଗଦ୍ୟ ବିନୁ ଆଉ କିଛି ବାହାରେ ନାହିଁ। ରାଧାନାଥ, ବିବେକୀ।
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ଅପାରଦର୍ଶୀ — Not proficient; not well up
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — (ଯଥା—ଏ ପିଲାଟି ଗଣିତରେ କଞ୍ଚା।)
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ଶୁଖି ନ ଥିବା; ଓଦା (ଯଥା, କାଠ) — Moist; not dried
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ଆଦକ୍ଷ; ଅପ୍ରବୀଣ. (ଯଥା, ବୁଦ୍ଧି) — Inexperienced; unskilful
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ପୋଡ଼ା ହୋଇ ନ ଥିବା (ଯଥା, ଇଟା) — Unburnt; unbaked
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ଶିଥିଳ; ଢିଲା (ଯଥା, ସିଲାଇ) — Loose
- ଦେ. ବିଣ. (ଆ. କଚ୍ଚା=ଅପକ୍ୱ) — ଅସଂପୂର୍ଣ୍ଣ (ଯଥା, କାମ) — Imperfect; immature; not final