କଛିବା Kachhibā

  • ଦେ. କ୍ରି. (ସଂ. କକ୍ଷ) — ତୁଲ୍ୟ କରିବା — To equalise
  • ଦେ. କ୍ରି. (ସଂ. କକ୍ଷ) — କଣ୍ଟିବା — To measure one thing with reference to another
  • ଦେ. କ୍ରି. (ସଂ. କକ୍ଷ) — ତୁଳନା କରିବା — To compare
  • ଦେ. କ୍ରି. (ସଂ. କକ୍ଷ) — ତୁଲ୍ୟ ହେବା — To be equal