କଚା ଘର Kachā ghara

  • ଦେ. ବି. — ମାଟିକାନ୍ଥ ଥିବା ଘର; କାଇଘର — A house with mud walls
  • ଦେ. ବି. — ଛପର ଘର — Thatched house
  • ଦେ. ବି. — ଯେଉଁ ଘରର କାନ୍ଥ ଆଦିର ମାଟି ଗାନ୍ଥିନି ଅଟେ — A house with mud masonry
  • ଦେ. ବି. — [ଦ୍ର—କଚା କାନ୍ଥ, କଚା ବାରଣ୍ଡା, କଚା ଛାତ ପ୍ରଭୃତି ଶବ୍ଦ ଘରର ସେହି ସେହି ଅଂଶ ଅର୍ଥରେ ପ୍ରଯୁକ୍ତ ହୁଏ।]