କଙ୍ଗାରୁ Kaṅgāru
- ବୈଦେ. ବି. (ଅଷ୍ଟ୍ରେଲିଆ ଦେଶୀୟ ଭାଷା) — ଅଷ୍ଟ୍ରେଲିଆର ଦ୍ୱିଗର୍ଭ ବନ୍ୟଜନ୍ତୁବିଶେଷ — Kangaroo; Macropus major
- ବୈଦେ. ବି. (ଅଷ୍ଟ୍ରେଲିଆ ଦେଶୀୟ ଭାଷା) — [ଦ୍ର—ଏମାନଙ୍କ ଆଗଗୋଡ଼ ସାନ, ଏମାନେ ଉଚ୍ଚରେ 14 ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି; ଏମାନଙ୍କ ତଳିପେଟକୁ ଲାଗି ଗୋଟିଏ ଚମର ମୁଣି ବା ପକେଟ୍ ଥାଏ, ସେ ମୁଣିରେ ଏମାନେ ଛୁଆଙ୍କୁ ପୁରାଇ ବିଚରଣ କରନ୍ତି। ଏମାନଙ୍କ ପଛ ଗୋଡ଼ ଓ ଲାଞ୍ଜ ବଡ଼।] — [ଦ୍ର—ଏମାନଙ୍କ ଆଗଗୋଡ଼ ସାନ, ଏମାନେ ଉଚ୍ଚରେ14ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି; ଏମାନଙ୍କ ତଳିପେଟକୁ ଲାଗି ଗୋଟିଏ ଚମର ମୁଣି ବା ପକେଟ୍ ଥାଏ, ସେ ମୁଣିରେ ଏମାନେ ଛୁଆଙ୍କୁ ପୁରାଇ ବିଚରଣ କରନ୍ତି ଏମାନଙ୍କ ପଛ ଗୋଡ଼ ଓ ଲାଞ୍ଜ ବଡ଼]