କଙ୍କଟ Kaṇkaṭa

  • ସଂ. ବି. (କଂ=ବାୟୁ କୁ+କଟ୍ ଧାତୁ=ଆବରଣ କରିବା +କର୍ତ୍ତୃ. ଅ) — କବଚ; କର୍ମ; ସାଞ୍ଜୁ; ଉରସ୍ତ୍ରାଣ — Coat of mail; breast-plate