କକୁଦ୍ Kakud
- ସଂ. ବି (କ=ସୁଖ+କୁ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ଦ୍) — ବୃଷଭର ଚୂଳ — The hump on the shoulder of the Indian bull
- ସଂ. ବି (କ=ସୁଖ+କୁ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ଦ୍) — ପର୍ବତ ଶୃଙ୍ଗ; ପାହାଡ଼ର ଚୂଳ — Summit or peak of a mountain
- ସଂ. ବି (କ=ସୁଖ+କୁ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ଦ୍) — ଛତ୍ର—ଚାମରାଦି ରାଜଚିହ୍ନ — Insignia of royalty
- ସଂ. ବିଣ — ଶ୍ରେଷ୍ଠ; ପ୍ରଧାନ — Chief; principal