ଓଡ଼େଇବା Oṟḍ̠eibā
- ଦେ. କ୍ରି. (ସଂ. ହୋଡ଼ ଧାତୁ=ଗତି; ଅନାଦର) — ଗର୍ବସହିତ ବା ଦେଖାଇହୋଇ ଚାଲିବା — To strut; to walk with pride
- ଦେ. କ୍ରି. (ସଂ. ହୋଡ଼ ଧାତୁ=ଗତି; ଅନାଦର) — ଅଳଙ୍କାର ପିନ୍ଧିଲେ ଓଡ଼େଇ ଚାଲ୍ ପୁଅ ବୋଇଲେ ଘୋଡ଼େଇ ଚାଲ—ଢଗ।
- ଦେ. କ୍ରି. (ସଂ. ହୋଡ଼ ଧାତୁ=ଗତି; ଅନାଦର) — ଅଡ଼େଇବା (ଦେଖ) — Aṟḍ̠eibā (See)