ଓଳିଗଡ଼ା Oḻigaṟḍ̠ā

  • ଦେ. ବିଣ — ଚାଳର ଓଳିରୁ ପାଣି ବୋହିବା ପରିମିତ ବୃଷ୍ଟି — (rain) Sufficient to have the rain-water dropping down from the thatch of a house
  • ଦେ. ବିଣ — ଦିନ ଦ୍ୱିପହରରୁ ଊର୍ଦ୍ଧ୍ୱ ହୋଇଥିବା (କାଳ) — (time) Past noon; after noon