ଓଲାଦେବୀ Olādebī

  • ଦେ. ବି. (ହଇଜା ରୋଗର ସାଧୁ ଭାଷାରେ ନାମ) ହଇଜା ରୋଗ; ବିସୂଚିକା ଠାକୁରାଣୀ — Cholera (Goddes) personified (there is a belief among the mass that cholera is due to a divine visitation when the Goddess is angry.)
  • ଦେ. ବି. [ଦ୍ର—ସାଧାରଣ ଲୋକଙ୍କର ବିଶ୍ୱାସ ଯେ ବିସୂଚିକା, ବସନ୍ତ ଆଦି ଗୋଟିଏ ଗୋଟିଏ ଦେବୀ। ଦେବୀ କୁପିତ ହେଲେ ଏ ରୋଗ— ମାନ ହୁଏ।]