ଓଜୋନ୍ Ojon

  • ବୈଦେ. ବି. (ଇଂ; ଓଜୋନ; ଓଡ଼ିଆଭାଷାରେ ଇଂରାଜି Z ଅକ୍ଷରର ଉଚ୍ଚାରଣବିଶିଷ୍ଟ ଅକ୍ଷର ନ ଥିବାରୁ Z ସ୍ଥାନରେ ଜ ଉଚ୍ଚାରଣ) — ଘନୀଭୂତ ଅକ୍ସିଜେନ ବା ଅମ୍ଳଜାନ ବାସ୍ପ — Ozone; densified oxygen
  • ବୈଦେ. ବି. (ଇଂ; ଓଜୋନ; ଓଡ଼ିଆଭାଷାରେ ଇଂରାଜି Z ଅକ୍ଷରର ଉଚ୍ଚାରଣବିଶିଷ୍ଟ ଅକ୍ଷର ନ ଥିବାରୁ Z ସ୍ଥାନରେ ଜ ଉଚ୍ଚାରଣ) — [ଦ୍ର—ଏଥିର ଗୁରୁତ୍ୱ ଅକସିଜେନ ଅପେକ୍ଷା 7 ୳ ଗୁଣ ବେଶି; ଏ ବାସ୍ପଗନ୍ଧ ଦୂର କରି ପାରେ। ସମୁଦ୍ର କୂଳର ଓ ମୁକ୍ତ ସ୍ଥାନର ବାୟୁରେ ବେଶି ପରିମାଣରେ ଓଜୋନ୍ ଥାଏ।] — [ଦ୍ର—ଏଥିର ଗୁରୁତ୍ୱ ଅକସିଜେନ ଅପେକ୍ଷା7୳ ଗୁଣ ବେଶି; ଏ ବାସ୍ପଗନ୍ଧ ଦୂର କରି ପାରେ ସମୁଦ୍ର କୂଳର ଓ ମୁକ୍ତ ସ୍ଥାନର ବାୟୁରେ ବେଶି ପରିମାଣରେ ଓଜୋନ୍ ଥାଏ]