ଓଜସ୍ Ojas

  • ସଂ. ବି (ଊର୍ଜ ଧାତୁ=ଜୀବିତହେବା+କରଣ. ଅସ୍) — ତେଜ — Energy; glory
  • ସଂ. ବି (ଊର୍ଜ ଧାତୁ=ଜୀବିତହେବା+କରଣ. ଅସ୍) — ଜୁ; ବଳ; ଶକ୍ତି — Strength
  • ସଂ. ବି (ଊର୍ଜ ଧାତୁ=ଜୀବିତହେବା+କରଣ. ଅସ୍) — ପରାକ୍ରମ; ପ୍ରତାପ — Power; prowess
  • ସଂ. ବି (ଊର୍ଜ ଧାତୁ=ଜୀବିତହେବା+କରଣ. ଅସ୍) — ଦୀପ୍ତି — Brightness
  • ସଂ. ବି (ଊର୍ଜ ଧାତୁ=ଜୀବିତହେବା+କରଣ. ଅସ୍) — ଶୋଭା — Splendour; grace
  • ସଂ. ବି (ଊର୍ଜ ଧାତୁ=ଜୀବିତହେବା+କରଣ. ଅସ୍) — (ଅଳଙ୍କାର) ବାକ୍ୟର ପ୍ରୌଢତାଦି ଗୁଣ — Energetic or emphatic manner of expression or style (M.W.)
  • ସଂ. ବି (ଊର୍ଜ ଧାତୁ=ଜୀବିତହେବା+କରଣ. ଅସ୍) — [ଦ୍ର—ରଚନାରେ ଯେଉଁ ଗୁଣ ଥିଲେ ଚିତ୍ତ ଦ୍ରବୀଭୂତ ହୋଇ ଉଠେ ତାହାର ନାମ ଓଜୋଗୁଣ। ବୀଭ, ବୀଭତ୍ସ ଓ ରୌଦ୍ର— ରସରେ ଏହାର ଅପେକ୍ଷାକୃତ ଅଧିକ ଉପଯୋଗିତା ଅଛି। ଓଜୋ— ବ୍ୟଞ୍ଜକ ବର୍ଣ୍ଣ କ୍ଖ; ଚ୍ଛ; ଟ୍ଟ; ଟ୍ଠ; ତ୍ଥ; ପ୍ଫ; ଷ୍ଟ; ଷ୍ଠ ପ୍ରଭୃତି ଏବଂ ଯେଉଁ ସକଳ ବାକ୍ୟ ସମାସବହୁଳ ଏବଂ ଉଦ୍ଧତ ଭାବରେ ରଚିତ ସେମାନେ ସମସ୍ତେ ଓଜୋଗୁଣବ୍ୟଞ୍ଜକ। ଉଦାହରଣ:— ଯଥା—ଶାର୍ଦ୍ଦୂଳ ସେବିତ ପ୍ରାଂଶୁ ତୃଣ ବନାକୁଳ— ପୌଣ୍ଡ୍ର ଦେଶୁ ଆସୁଅଛି ବାର୍କ୍ଷ ଦୁର୍ଗବାସୀ, ରଣରୁକ୍ଷ ଅନୀକିନୀ ଅନିବର୍ତ୍ତୀ ରଣେ, ରିପୁବର ଛିନ୍ନକାରୀ ବରଛିଧାରିଣୀ। ଶ୍ରୀନାଥ, ମହାଯାତ୍ରା କୁଳମଣି, ଅଳଙ୍କାରତରଙ୍ଗିଣି।
  • ସଂ. ବି (ଊର୍ଜ ଧାତୁ=ଜୀବିତହେବା+କରଣ. ଅସ୍) — ସ୍ୱର୍ଣ୍ଣ — Gold