ଓକାଲତି Okālati

  • ବୈଦେ. ବି. (ଆ) — ଓକିଲଙ୍କ ବ୍ୟବସାୟ ବା ବୃତ୍ତି — Pleadership; the office or profession of a pleader
  • ବୈଦେ. ବି. (ଆ) — ପକ୍ଷସମର୍ଥନ — Pleading of a cause