ଓକିଲ Okila
- ବୈଦେ. ବି. (ଆ. ୱକିଲ) — ବିଚାରାଳୟରେ ନିଜ ନିଜ ପକ୍ଷ ସମର୍ଥନ କରିବା ନିମନ୍ତେ ପକ୍ଷମାନଙ୍କ ଦ୍ୱାରା ନିଯୁକ୍ତ ପ୍ରତିନିଧି — Pleader; advocate
- ବୈଦେ. ବି. (ଆ. ୱକିଲ) — ରାଜାମାନଙ୍କ ମଙ୍ଗଳ ପାଇଁ ଉତ୍ସବକୁ ନିମନ୍ତ୍ରିତହୋଇଥିବା ରାଜାମାନେ ସ୍ୱୟଂ ଉତ୍ସବରେ ଯୋଗ ନ ଦେଇ ଯେଉଁ ପ୍ରତିନିଧି ପଠାନ୍ତି — A person representing an invited Rājā in another Rājā's social function
- ବୈଦେ. ବି. (ଆ. ୱକିଲ) — ମୁସଲମାନମାନଙ୍କ ବିବାହ ସମୟରେ ବରଙ୍କ ଅନୁ— ପସ୍ଥିତିରେ କନ୍ୟାର ପାଣିଗ୍ରହଣ କରିବା ନିମନ୍ତେ ବରଙ୍କ ଦ୍ୱାରା ନିଯୁକ୍ତ ପ୍ରତିନିଧି — Bridegroom's representative at the marriage amongst the Mahomedans
- ବୈଦେ. ବି. (ଆ. ୱକିଲ) — କ୍ଷମତାପ୍ରାପ୍ତ ପ୍ରତିନିଧି — Authorised representative; agent
- ବୈଦେ. ବି. (ଆ. ୱକିଲ) — କ୍ଷମତାପ୍ରାପ୍ତ ଦୂତ — Envoy; ambassador