ଏଣୁକରି Eṇukari

  • ଦେ. ଅ. (ସଂ. ଅତଃ) — ଏହି କାରଣରୁ; ଏଥିଲାଗି; ଏହେତୁ — Herefore; hence; for this reason
  • ଦେ. ଅ. (ସଂ. ଅତଃ) — ଏଣୁ କରି କଥାରେ କରୁଛି ମୁ ପୂଜା। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ଅ. (ସଂ. ଅତଃ) — ଅତଏବ — Therefore