ଏକୋଇଶା Ekoiṡā

  • ଦେ. ବି. (ସଂ. ଏକବିଂଶାହ) — ଶିଶୁପୁତ୍ରର ଜନ୍ମର ଏକ— ବିଂଶ ଦିବସରେ କରାଯିବା ଉତ୍ସବ — The rejoicings done amongst the Hindus on the 21st day of the birth of a male-child