ଏକୁଆରେ Ekuāre

  • ଦେ. ସର୍ବନାମ — ଅନ୍ୟୋଽନ୍ୟରେ — One another
  • ଦେ. ସର୍ବନାମ — କମ୍ପିତ କଣ୍ଠେ ବାକ୍ୟ କହି ବୋଲନ୍ତି ଏକୁଆରେ ଚାହିଁ। ଜଗନ୍ନାଥ. ଭାଗବତ।