ଏକୀକରଣ Ekīkaraṇa

  • ସଂ. ବି [ଏକ+ଅଭୂତତଦ୍ଭାବେ. ଈ (ଚ୍ୱି)+ କୃ. ଧାତୁ+ ଅନ] — ଏକତ୍ରସଂସ୍ଥାପନ; ବହୁ ଦ୍ରବ୍ୟକୁ ଏକା ଠେଇଁ ମିଶାଇ ଦେବା — Act of collecting or uniting several things together; act of making one entire body