ଏକାପଦକେ Ekāpadake
- ଦେ. କ୍ରି. ବିଣ — ଯୁଗପତ; ଏକାବେଳେକେ — Simultaneously
- ଦେ. କ୍ରି. ବିଣ — ଏକବାର ମାତ୍ର; ଥରେ ମାତ୍ର — Once; once only
- ଦେ. କ୍ରି. ବିଣ — ଏକବାର — At a time; once for all
- ଦେ. କ୍ରି. ବିଣ — ଥରେ ପଦେମାତ୍ର କହିବାଦ୍ୱାରା — By one sentence only; by speaking a word only