ଏକାଙ୍ଗ Ekāṅga

  • ସଂ. ବି. (ବହୁବ୍ରୀହି; ଏକ+ଅଙ୍ଗ) — ବୁଧଗ୍ରହ — The planet Mercury
  • ସଂ. ବି. (ବହୁବ୍ରୀହି; ଏକ+ଅଙ୍ଗ) — ଗୋଟିଏ ଅଙ୍ଗ — One limb
  • ସଂ. ବି. (ବହୁବ୍ରୀହି; ଏକ+ଅଙ୍ଗ) — ମସ୍ତକ; ମୁଣ୍ଡ — The head
  • ସଂ. ବିଣ — ଗୋଟିଏ ମାତ୍ର ଅଙ୍ଗକୁ ଆକ୍ରମଣ କରିଥିବା (ରୋଗ) — (disease) Affecting one limb only
  • ଦେ. ବିଣ — ଏକାଙ୍ଗଚକ୍ରବର୍ତ୍ତୀ ସମ୍ବନ୍ଧୀୟ — Sovereign
  • ଦେ. ବିଣ — ପାତାଳ ପୁରେ ଭୋଗ ପଦ ଏକାଙ୍ଗ ରାଜ ପଦେ ସଧ। ଜଗନ୍ନାଥ. ଭାଗବତ।