ଏକାଗ୍ର Ekāgra

  • ସଂ. ବିଣ (ବହୁବ୍ରୀହି; ଏକ+ଅଗ୍ର; ଏକ ଅଟେ ଅଗ୍ର ଯାହାର) — ଏକ ବିଷୟରେ ଆସକ୍ତ; ଏକମନା — Absorbed; of mind turned to one object or aim
  • ସଂ. ବିଣ (ବହୁବ୍ରୀହି; ଏକ+ଅଗ୍ର; ଏକ ଅଟେ ଅଗ୍ର ଯାହାର) — ଏକବିଷୟରେ ଦତ୍ତମନା; ଅନନ୍ୟଚେତା — With concentrated attention; single-minded
  • ସଂ. ବିଣ (ବହୁବ୍ରୀହି; ଏକ+ଅଗ୍ର; ଏକ ଅଟେ ଅଗ୍ର ଯାହାର) — ଅନାକୁଳ (ଚିତ୍ତ) — Unruflled; undisturbed (mind)