ଏକାଗୋଟି Ekāgoṭi

  • ଦେ. ବିଣ — ଏକତ୍ର — Gathered together
  • ଦେ. ବିଣ — ଲୋଭୀ ଚୋରମାନେ ହୋଇଣ ଏକାଗୋଟି—କୃଷ୍ଣସିଂହ. ମହାଭାରତ. ସଭା।
  • ଦେ. ବିଣ — ଗୋଟିଏ — Only
  • ଦେ. ବିଣ — କେବଳ ଗୋଟିଏ — Only one
  • ଦେ. ବି — ଗୋଟିଏ ମାତ୍ର — One only