ଏକସର୍ଗ Ekasarga

  • ସଂ. ବିଣ. (ଏକ+ସର୍ଗ=ନିଶ୍ଚୟ) — ଏକାଗ୍ରଚିତ୍ତ; ଏକମାତ୍ର— ବିଷୟରେ ନିବିଷ୍ଟ ଚିତ୍ତ — Closely attentive; concentrating attention on the object only
  • ସଂ. ବି — ଗୋଟିଏ ମାତ୍ର ଅଧ୍ୟାୟ — One chapter only