ଏକଧୁର୍ Ekadhur
- ସଂ. ବିଣ (ବହୁବ୍ରୀହି; ଏକ+ଧୁର=ଭାର) — ଏକପ୍ରକାର ଭାର ବୋହିବାର ଉପଯୁକ୍ତ (ଗବାଦି); ଏକବିଧ ଭାରବାହୀ; ଏକପିଠିଆ (ପଶୁ) — (beast) Capable of carrying one kind of burden; habituated to carrying one sort of burden
- ସଂ. ବିଣ (ବହୁବ୍ରୀହି; ଏକ+ଧୁର=ଭାର) — [ଦ୍ର:—ଯେଉଁ ବଳଦ କେବଳ ସଗଡ଼ ବୋହିପାରେ, ଯେଉଁ ବଳଦ କେବଳ ହଳ ବୁଲେ ଯେଉଁ ବଳଦ କେବଳ ଥୋଡ଼ି ବୁହେ କିମ୍ବା ଯେଉଁ ବଳଦ କେବଳ ଘଣାରେ ବୁଲେ।]