ଏକଧା Ekadhā

  • ସଂ. ଅ (ଏକ+ପ୍ରକାରାର୍ଥେ. ଧା) — ଗୋଟିଏ ହୋଇ; ଏକାକୀ — Singly
  • ସଂ. ଅ (ଏକ+ପ୍ରକାରାର୍ଥେ. ଧା) — ଏକପ୍ରକାରେ — In one way; uniformly
  • ସଂ. ଅ (ଏକ+ପ୍ରକାରାର୍ଥେ. ଧା) — ଅବିଶ୍ରାନ୍ତ ଭାବରେ; ଧାରାବାହିକ ରୂପେ — Continuously