ଏକଦୃକ୍ Ekadṛuk
- ସଂ. ବିଣ. (ଏକ+ଦୃଶ ଧାତୁ+କର୍ତ୍ତୃ କ୍ୱିପ୍) — ଗୋଟିଏ ଆଡ଼କୁ ଦୃଷ୍ଟି ଦେଇଥିବା — Staring; looking at or minding one thing only
- ସଂ. ବିଣ. (ଏକ+ଦୃଶ ଧାତୁ+କର୍ତ୍ତୃ କ୍ୱିପ୍) — କଣା; ଏକଆଖିଆ — Blind of one eye
- ସଂ. ବିଣ. (ଏକ+ଦୃଶ ଧାତୁ+କର୍ତ୍ତୃ କ୍ୱିପ୍) — ସମଦର୍ଶୀ — Impartial
- ସଂ. ବି. — ଶିବ — God Siba
- ସଂ. ବି. — କାକ; କୁଆ — Crow
- ସଂ. ବି. — ଏକଆଡ଼କୁ ଦୃଷ୍ଟି — Looking at one thing only staring