ଋଭୁକ୍ଷୀ Ṛubhukshī

  • ସଂ. ବି. ପୁଂ. (ଋଭୁକ୍ଷା=ଇନ୍ଦ୍ରାଣି+ଇନ୍; 1 ମା. 1 ବ) — ଦେବରାଜ; ଇନ୍ଦ୍ର — The Deity Indra