ଊଷ Ūsha
- ସଂ. ବି. (ଉଷ ଧାତୁ=ରୋଗଯୁକ୍ତ ହେବା+କର୍ତ୍ତୃ. ଅ) — କ୍ଷାର ମୂର୍ତ୍ତିକା; ଲୁଣି ମାଟି — Saline earth
- ସଂ. ବି. (ଉଷ ଧାତୁ=ରୋଗଯୁକ୍ତ ହେବା+କର୍ତ୍ତୃ. ଅ) — ପ୍ରତ୍ୟୁଷ; ବଡ଼ିଭୋର — Dawn
- ସଂ. ବି. (ଉଷ ଧାତୁ=ରୋଗଯୁକ୍ତ ହେବା+କର୍ତ୍ତୃ. ଅ) — ଗର୍ତ୍ତ; ଗାତ — Den; a hole
- ସଂ. ବି. (ଉଷ ଧାତୁ=ରୋଗଯୁକ୍ତ ହେବା+କର୍ତ୍ତୃ. ଅ) — ଚନ୍ଦନାଦି ସୁଗନ୍ଧ ଲେପ — Scented paste for the body