ଊର୍ମି Ūrmi
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ତରଙ୍ଗ; ଢେଉ — Wave; billows
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ସ୍ରୋତ — Current of water
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ବସ୍ତ୍ର ଉପରେ ତୁନଟ କାର୍ଯ୍ୟ ବା ଭାଙ୍ଗ — Artistic curl or fold worked upon a cloth
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ଅଙ୍ଗୁରୀୟ; ମୁଦି — Ring
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ତ୍ବରା; ବେଗ — Speed; haste
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ଉତ୍କଣ୍ଠା; ଉଦ୍ବବେଗ — 5. Anxiety
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ଭ୍ରାନ୍ତି — Mistake
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ସଙ୍ଗ — Contact
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ପ୍ରକାଶ — Manifestation
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ପୀଡ଼ା — Pain
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ଦୁଃଖ; କଷ୍ଟ — Affliction
- ସଂ. ବି. ସ୍ତ୍ରୀ (ଊ=ଗତି କରିବା; ଗମନ କରିବା+ସଂଜ୍ଞାର୍ଥ. ମି) — ଛାଡ଼୍ତକ; ଅଶ୍ବର ଗତିବିଶେଷ — A kind of horse's gallop; prance