ଉଡ଼ାଳି Uṟḍ̠aḻi

  • ଦେ. ବିଣ — ଯେଉଁ ବ୍ୟକ୍ତି ବ୍ୟୋମଯାନାଦି ଦ୍ୱାରା ଆକାଶରେ ବିହାର କରନ୍ତି — (persons) flying in the air
  • ଦେ. ବିଣ — ଯେଉଁ ପକ୍ଷୀ ଆକାଶରେ ଉଡ଼ନ୍ତି — (bird) Flying in the air
  • ଦେ. ବିଣ — ଉଡ଼ିବାରେ ଦକ୍ଷ (ଯଥା—ପାରାଆଦି)