ଉର୍ବଶୀ Urbaṡī
- ସଂ. ବି. ସ୍ତ୍ରୀ. (ଉରୁ=ମହତ୍+ବଶ୍ ଧାତୁ=ବଶୀଭୂତ କରିବା+କର୍ତ୍ତୃ ଅ+ସ୍ତ୍ରୀ. ଈ) — — 1 । ଅପ୍ସରା ବା ସ୍ୱର୍ଗବେଶ୍ୟାବିଶେଷ — 1 ଅପ୍ସରା ବା ସ୍ୱର୍ଗବେଶ୍ୟାବିଶେଷ
- ସଂ. ବି. ସ୍ତ୍ରୀ. (ଉରୁ=ମହତ୍+ବଶ୍ ଧାତୁ=ବଶୀଭୂତ କରିବା+କର୍ତ୍ତୃ ଅ+ସ୍ତ୍ରୀ. ଈ) — ଆସାମର କାମରୂପାନ୍ତର୍ଗତ ନଦୀବିଶେଷ — Name of a river in Assam