ଉପର ଉପର Upara upara

  • ଦେ. ଅ. — ଭିତରକୁ ନ ଯାଇ; ବାହାରେ ବାହାରେ — Superficially
  • ଦେ. ଅ. — ଥରକୁଥର; ତୁହାକୁ ତୁହା; ଉପର୍ଯ୍ୟୁପରି — Repeatedly; one after the other
  • ଦେ. ଅ. — ବହିର୍ଭାଗରେ — Out side
  • ଦେ. ଅ. — ବୃଥାରେ — 5. In vain