ଉଦ୍ଲିଆ Udliā

  • ପ୍ରାଦେ. (ସମ୍ବଲପୁର) ବି. — ପରସ୍ତ୍ରୀ ବା ଅବିବାହିତା କନ୍ୟା ପରପୁରୁଷଠାରେ ପ୍ରେମଲୁବ୍ଧା ହୋଇ ସ୍ୱସ୍ଥାନ ତ୍ୟାଗ କରି ପରପୁରୁଷ ସଙ୍ଗେ ଅନ୍ୟତ୍ର ରକ୍ଷିତା ରୂପରେ ରହିବା