ଉଦ୍ରଥ Udratha

  • ସଂ. ବି (ଉତ୍+ରଥ) — ଗାଡ଼ିର ଚକକୁ ଅଟକାଇ ରଖିବା ପାଇଁ ଅଖଅଗରେ ଲାଗିଥିବା କୀଳା; ଅନକିଳି — The pin of the axle of a carriage
  • ସଂ. ବି (ଉତ୍+ରଥ) — (ରଥ ପରି ଏହାର ପକ୍ଷ ହୋଇଥିବାରୁ) କୁକ୍କୁଟ — A cock