ଉଦ୍ଦାଳ Uddāḻa
- ସଂ. ବି (ଉତ୍+ଦଳି ଧାତୁ+ଭାବ. ଅ) — ଧାନ୍ୟ ବିଶେଷ; ବଣକୋଦୁଅ — A kind of wild corn
- ସଂ. ବି (ଉତ୍+ଦଳି ଧାତୁ+ଭାବ. ଅ) — ବହୁବାର ଗଛ; ଓଉ — Dillenia Speciosa(tree and fruit)
- ସଂ. ବି (ଉତ୍+ଦଳି ଧାତୁ+ଭାବ. ଅ) — (tree and fruit)
- ସଂ. ବି (ଉତ୍+ଦଳି ଧାତୁ+ଭାବ. ଅ) — କୁଢ଼ — A medicinal root