ଉଦରିଣୀ Udariṇī

  • ଦେ. ବିଣ. ସ୍ତ୍ରୀ (ଉଦର+ଇନ୍+ସ୍ତ୍ରୀ. ଈ) — ସ୍ଥୂଳୋଦରଯୁକ୍ତା (ସ୍ତ୍ରୀ) — Potbellied (woman)
  • ଦେ. ବିଣ. ସ୍ତ୍ରୀ (ଉଦର+ଇନ୍+ସ୍ତ୍ରୀ. ଈ) — ଗର୍ଭିଣୀ; ଗର୍ଭବତୀ — Pregnant (woman)