ଉଦବେଗୀ Udabegī

  • ଗ୍ରା. ପଦ୍ୟ. ବିଣ — ଉଦ୍ବିଗ୍ନ — Anxious
  • ଗ୍ରା. ପଦ୍ୟ. ବିଣ — ଉଦ୍ଯୋଗଯୁକ୍ତ — Eager
  • ଗ୍ରା. ପଦ୍ୟ. ବିଣ — ବେଗୀ ଉଦବେଗୀ ହୋଇ ପରବେଶ ଭରଦ୍ୱାଜ ଆଶ୍ରମରେ। —ଭଞ୍ଜ, ବୈଦେହୀଶବିଳାସ।