ଉଦବେଗ Udabega

  • ଗ୍ରା. ପଦ୍ୟ. ବି. (ସଂ. ଉଦ୍ବେଗ) — ଉଦ୍ବେଗ (ଦେଖ)
  • ଗ୍ରା. ପଦ୍ୟ. ବି. (ସଂ. ଉଦ୍ବେଗ) — ଆମ୍ଭର ଉଦବେଗ ନାଶ ଯିବା ଯାଏ, ଯାଅ ତୁମ୍ଭେ ଗୃହରେ ପ୍ରାଣ ଧରି କାୟେ। —କୃଷ୍ଣସିଂହ ମହାଭାରତ, ବନ।